ମଟମଟେଇ କରି ଚାହିଁବା
[ ମଟ ମଟ କରି ଚାହିଁବା—ଅନ୍ୟରୂପ]
କୌଣସି ବସ୍ତୁକୁ ଆଖି ମେଲା କରି ଏକ ଦୃଷ୍ଟିରେ ଅନେକକ୍ଷଣ ଚାହିଁବା — To stare at a thing.