Jump to content

ମଟାମ

ଉଇକିଅଭିଧାନ‌ରୁ

ମଟାମ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କାନ୍ଥର ଓ କାଠର ସମକୋଣ ନିର୍ଣ୍ଣୟ କରିବା ନିମନ୍ତେ ରାଜମିସ୍ତ୍ରୀ ଓ ବଢ଼େଇମାନେ ବ୍ୟବହାର କରିବା ସମକୋଣୀ ଯନ୍ତ୍ରବିଶେଷ —୧. A mason's or carpenter'a square (used in ascertaning right angles).
୨. ସମତଳ ନିର୍ଣ୍ଣୟ କରିବା ପାଇଁ ମିସ୍ତ୍ରୀ ଓ ବଢ଼େଇଙ୍କ ବ୍ୟବହୃତ ଯନ୍ତ୍ର ବିଶେଷ — ୨. A carpenter's or plumber's level.

[ଦ୍ରଷ୍ଟବ୍ୟ — ରାଜମିସ୍ତ୍ରୀମାନେ କାନ୍ଥ ବା ମୂଳଦୁଆ ସମତଳ ହୋଇଅଛି କି ନାହିଁ ଏହା ଦେଖିବା ପାଇଁ ଯେଉଁ ତ୍ରିକୋଣବିଶିଷ୍ଟ ମଟାମ ଯନ୍ତ୍ର ବ୍ୟବହାର କରନ୍ତି ତାହାକୁ ଡଙ୍ଗା ମଟାମ (Plumb level) କହନ୍ତି

ବଢ଼େଇ ଓ ରାଜମିସ୍ତ୍ରୀମାନେ ଭୂମି ଓ ଟେବଲ ଆଦିର ସମତଳ ଠିକ୍ ଥିବାର ପରୀକ୍ଷା କରିବା ପାଇଁ ଯେଉଁ ଜଳୀୟଦ୍ରବ୍ୟ ପୂର୍ଣ୍ଣ ନଳଯୁକ୍ତ ମଟାମ ବ୍ୟବହାର କରନ୍ତି ତାହାକୁ ପାରାମଟାମ (Spirit level) କହନ୍ତି ]