ମଟିଆ
ଦେଖଣା
ମଟିଆ
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ପ୍ରେତ ଯୋନିବିଶେଷ — A class of ghosts.
[ ଦ୍ର—ଶିଶୁମାନେ ବହୁତ କାନ୍ଦିବା ଦେଖା ଗଲେ ଓ ତହିଁର କାରଣ ସ୍ୱରୂପ ଦୃଶ୍ୟମାନ କୌଣସି ରୋଗ ଆଦି ନିର୍ଣ୍ଣୀତ ହୋଇ ନ ପାରିଲେ ସମ୍ୱଲପୁର ଅଞ୍ଚଳ ଆଦିମ ନିବାସୀମାନେ କହନ୍ତି ଯେ ପିଲାକୁ ମଟିଆ କନ୍ଦାଉଛି ଓ ପିଲାଠାରୁ ମଟିଆକୁ ଛଡ଼ାଇବା ପାଇଁ ଗୁଣିଆ ଆଣି ଦେଖାନ୍ତି ]