Jump to content

ମଟୁ

ଉଇକିଅଭିଧାନ‌ରୁ

ମଟୁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୃତ)

[ସମ୍ପାଦନା]

ପଶା ବା କଉଡ଼ି ଖେଳରେ ଯେଉଁ ସାର ବା ଗୋଟି ମାଡ଼ ଖାଇ ଆଉ ପାଲିରେ ବସି ନ ଥାଏ —A dice ball or cowrie which has been superseded by another in the game of dice or cowrie and has nor yet been restored to the board.