ମଟ୍ମଟ୍
ଦେଖଣା
ମଟ୍ମଟ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - (ଧ୍ୱନ୍ୟନୁକରଣ) ଅ (ସଂସ୍କୃତ - ମଡ଼୍ ଧାତୁ=ଭାଙ୍ଗିବା)
[ସମ୍ପାଦନା]- ୧. ମଡ଼ମଡ଼୍; କାଠର ବା ଗଛର ଡାଳ ଭାଙ୍ଗି ଯିବାର ଶବ୍ଦ — ୧. Sound of breaking of hard things (e.g. wood, boughs).
- ୨. ଦଉଡ଼ିକୁ ଖବ ଟାଣିଲେ ଛିଣ୍ଡିଯିବା ପୂର୍ବରୁ ଯେଉଁ ଶବ୍ଦ ହୁଏ; କଟ୍କଟ୍; ରଟ୍ରଟ୍ —୨. The sound made by a rope before it breaks it breaks asunder.
- ୩. ଖଟ ଆଦିର ଗଣ୍ଠି ଫୁଟିବାର ଶବ୍ଦ —୩. Creaking sound of the joints of bedsteads and other furnitures.
- ୪. ଆଖି ମେଲା କରି ଏକ ଦୃଷ୍ଟିରେ କୌଣସି ବସ୍ତୁକୁ ଚାହିଁବା; ରଟମଟ —୪. Staring with distended eyes; mode of staring at a thing steadily.
(ଉ—ବାଘ ପରି ଜିଭରେ ଚାଟି ଓଷ୍ଠ ତଟ, ଭୀମ ତୁମ୍ଭ ପୁଏ ଚାହିଁଲେ ମଟ୍ମଟ୍ କୃଷ୍ଣସିଂହ. ମହାଭାରତ ଭୀଷ୍ମ)