Jump to content

ମଠଧାରୀ

ଉଇକିଅଭିଧାନ‌ରୁ

ମଠଧାରୀ

ଉଚ୍ଚାରଣ

[ସମ୍ପାଦନା]
(ମଠଧାରିଣୀ—ସ୍ତ୍ରୀ) 

(ମଠପତି—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ମଠ+ଧୃ ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଇନ୍)

[ସମ୍ପାଦନା]
୧. ଯେଉଁ ବୈଷ୍ଣବମୋନେ ମଠରେ ବାସ କରନ୍ତି —୧. The inmates of a monastery.
୨. ମଠର ମହନ୍ତି —୨. The Mahanta or head. of a Maṭha; abbot.