Jump to content

ମଠା

ଉଇକିଅଭିଧାନ‌ରୁ

ମଠା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଗରଦ; ଏକପ୍ରକାର ମୋଟ ରେସମ ଲୁଗା; ଟସର; ମକୁଟା —Tusser; a kind of coarse silk.

[ ଦ୍ର—ରେସମ ବା ପାଟ ଏକ— ପ୍ରକାର ପୋକଙ୍କ ଗୋଟିଏରୁ ବାହାରେ ମଠା ଅନ୍ୟପ୍ରକାର ଗୋଟିରୁ ବାହରେ ରେସମ ଗୋଟିମାନଙ୍କୁ ତନ୍ନଧ୍ୟସ୍ଥ ପୋକମାନେ କାଟି ବାହରି ଯିବା ପୂର୍ବରୁ ଉକ୍ତ ଗୋଟି— ମାନଙ୍କୁ ଗରମ ପାଣିରେ ସିଝାଇ ପୋକମାନଙ୍କୁ ମାରି ପକାଇବାକୁ ହୁଏ ଗୋଟିର ମୁହରେ ଛିଦ୍ର ହେଲେ ଗୋଟି ଚାରିପାଖେ ଥିବା ରେସମ ସୂତା ଛିଣ୍ଡିଯାଏ; କିନ୍ତୁ ମଠା ଗୋଟିରେ ଥିବା ପୋକମାନେ ଗୋଟିର ମୁହଁ କାଟି ପ୍ରଜାପତି ହୋଇ ଉଡ଼ିଯିବା ପରେ ସେହି ମୁହଁକ ଟା ଗୋଟିରୁ ମଠା ସୂତା କଟାଯାଏ ]

ବିଶେଷଣ -

[ସମ୍ପାଦନା]

ଯାହା ମଠା ବା ଚିକ୍କଣ ହୋଇଥାଏ —Polished.

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - (ସଂସ୍କୃତ - ମଂଥିତ)

[ସମ୍ପାଦନା]

ଘୋଳ ଦହି; ତକ୍ର (ତୁଳ. ହିନ୍ଦୀ - ମଠା, ବଂ, ମାଠା=ଘୋଳ ଦହି) —Churned curd.