ମଠୁଆ
ଦେଖଣା
ମଠୁଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ଅଳସୁଆ —୧. Idle; show; lazy;
[ଉ—ଅଳ୍ପ ବୁଦ୍ଧି ମଠୁଆ ଅଳସ ସ୍ତୁତିକାର—କୃଷ୍ଣସିଂହ ମହାଭାରତ ଉଦ୍ୟୋଗ)
- ୨. ଯେ ସବୁ କାମରେ ମଠ କରେ —୨. Dilatory; procrestinating.
- ୩. ଯେ ମଠରେ ରହେ — ୩. Living in a Maṭha.
- ୪. ମଠସମ୍ୱନ୍ଧୀୟ — ୪. Relating to a Maṭha.