Jump to content

ମଠ ମଠ ହେବା

ଉଇକିଅଭିଧାନ‌ରୁ

ମଠ ମଠ ହେବା

ଉଚ୍ଚାରଣ

[ସମ୍ପାଦନା]

(ମଠେଇ ମଠେଇ ହେବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

[ ମଠ ମଠ କରିବା—ଅନ୍ୟରୂପ]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି କାର୍ଯ୍ୟ କରିବାକୁ ପଶ୍ଚାତ୍ପଦ ହେବା —୧. To shrink from doing a work.
୨. କାମ କରିବାକୁ ଡେରି କରିବା —୨. To delay in doing a work.