Jump to content

ମଡ଼କ

ଉଇକିଅଭିଧାନ‌ରୁ

ମଡ଼କ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ମରକ)

[ସମ୍ପାଦନା]

ମାରୀଭୟ; ମହାମାରୀ; ଯେଉଁ ସଂକ୍ରାମକ ରୋଗଦ୍ୱାରା ଏକସମୟରେ ବହୁ ଲୋକ ମରନ୍ତି — A fatal epidemic (e.g. pestitence, cholera, plague, smallpox etc)

[ ଉ—ଧୃମକେତୁ ଭୀମ ପୁଚ୍ଛ ସଞ୍ଚାଳି ବହନ; ନିଶିଥେ ଆକାଶେ ଥାଇ ବୁଣଇ ଯେସନ ଦୁର୍ଭିକ୍ଷ ରାଷ୍ଟ୍ରେ—ରାଧାନାଥ. ବେଣୀସଂହାର ]