ମଡ଼ଛି
ଦେଖଣା
ମଡ଼ଛି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଡ଼ଛି
|
ଦେଶଜ - ବିଶେଷଣ - ସ୍ତ୍ରୀ—(ସଂସ୍କୃତ - ବିଶେଷଣ - ସ୍ତ୍ରୀ)—(ସଂସ୍କୃତ - ମୃତବସ୍ଥା)
[ସମ୍ପାଦନା]- ୧. ଯେଉଁ ସ୍ତ୍ରୀ ମୃତବତ୍ସା ପ୍ରସବ କରେ —୧. A woman giving birth to still born children.
- ୨. ଯେଉଁ ସ୍ତ୍ରୀର ସନ୍ତାନ ମାନେ ଶିଶୁ ଅବସ୍ଥାରେ ମୃତ ହୁଅନ୍ତି —୨. A moman whose offsprings do not survive their infancy.
[ ଦ୍ର—ଏଡ଼େ ମଡ଼ିଛି ଅଛି କାହିଁ, କେ ବୋଲେ ମୁଖ ତା ନ ଚାହିଁ ଜଗନ୍ନାଥ ଭାଗବତ ]