Jump to content

ମଡ଼ା

ଉଇକିଅଭିଧାନ‌ରୁ

ମଡ଼ା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ମୃତ; ଫା ମୁର୍ଦ୍ଦା)

[ସମ୍ପାଦନା]
୧. ମୃତ ଦେହ; ଶବ; ମୁର୍ଦ୍ଦାର —୧. Dead body; carcass.

[ଉ— ସେ ଦୁହିଙ୍କ ଆୟୁଧମାନ ଅତି ଦୃଢ଼, ଏ ସକାଶୁ ମଡ଼ା ହୋଇବେ କୁଢ଼ କୁଢ଼ କୃଷ୍ଣସିଂହ. ମହାଭାରତ. ବନ ]

[ ଦ୍ର—ଯେଉଁ ଶବ ମରିବା ସଙ୍ଗେ ସଦ୍ୟ ଶ୍ମସାନକୁ ନିଆଯାଏ ତାକୁ ସଜ ମଡ଼ା ଓ ଯେ ଉଁଶବ ପରଦିନ ଯାଏ ପଡ଼ି ରହେ ତାକୁ ବାସି ମଡ଼ା କହନ୍ତି]

୨. ଧାନ ବେଙ୍ଗଳା —୨. Treading of paddy sheaves by bullocks.
୩. (ସଂସ୍କୃତ - ମର୍ଦ୍ଦନ) ଦଳନ; ମାଡୢବା; ଗୋଡ଼ରେ ମଳିବା — ୩. Treading; trampling.

ବିଶେଷଣ -

[ସମ୍ପାଦନା]
୧. ପଦ— ଦଳିତ —୧. Trodden; trampled
୨. ଶବପରି ଅସ୍ତିକଙ୍କାଳଯୁକ୍ତ —୨. Reduced to skeleton (like a corpse).
୩. ଯେ ମାଡୢଥାଏ —୩. Treading on.
୪. (ସଂସ୍କୃତ - ମର୍ଦ୍ଦିତ) ଲୋକେ ଯାତାୟାତ କରୁଥିବା (ବାଟ) —୪. Beaten (path).
୫. ପାଣିମାଡ଼ୁଥିବା (ସ୍ଥାନ) —୫. Irrigated by water.