ମଡ଼ାମଡ଼ି
ଦେଖଣା
ମଡ଼ାମଡ଼ି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମଡ଼ାମଡ଼ି
|
ଦେଶଜ - ବିଶେଷ୍ୟ - ଓବିଶେଷଣ -
[ସମ୍ପାଦନା]ଦଳାଦଳି; ଚକଟାଚକଟି; କୁଦାକୁଦି; ପରସ୍ପରକୁ କୁଦିବା ଚକଟିବା (କାର୍ଯ୍ୟ) — Trampling each other.
(ଉ—ପାଞ୍ଚାଳମାନେ ଧୃଷ୍ଟବ୍ୟୁମନଙ୍କୁ ଛାଡ଼ି, ପଳାଇଲେ ରାଜନ ହୋଇ ମଡ଼ାମଡ଼ି କୃଷ୍ଣସିଂହ ମହାଭାରତ ଦ୍ରୋଣ)