ମଡ଼ା ଅମଡ଼ା
ଦେଖଣା
ମଡ଼ା ଅମଡ଼ା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଡ଼ା ଅମଡ଼ା
|
ଦେଶଜ - ବିଶେଷଣ - (ବିପରୀତାର୍ଥ ବୋଧକ ସହଚର ଶବ୍ଦ)
[ସମ୍ପାଦନା]- ୧. ପାଣି ମାଡ଼ିଥିବା ଓ ପାଣି ନ ମାଡ଼ିଥିବା (କ୍ଷେତ୍ର) —୧. Irrigated and non-irrigated (lands)
- ୨. ଲୋକମାନେ ଚାଲୁଥିବା (ବୋଟ) ଓ ବାଟ ଫିଟି ନ ଥିବା (ସ୍ଥାନ) —୨. Beaten and unbeaten (track).
ବିଶେଷ୍ୟ -
[ସମ୍ପାଦନା]ପଥ ଅପଥ — Beaten and unbeaten paths; 'rough and smooth' (as in 'Over rough and smooth she trips along').