ମଡ଼ା କଢ଼ା
ଦେଖଣା
ମଡ଼ା କଢ଼ା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଡ଼ା କଢ଼ା
|
ମଡ଼ାକାନ୍ଧି, ମଡ଼ାକାନ୍ଧିଆ, ମଡ଼ାସାଇଁ, ମଡ଼ାସାଙ୍ଗୀ, ମଡ଼ାସାଙ୍ଗିଆଅନ୍ୟରୂପ
ଦେଶଜ - ବିଶେଷଣ -
[ସମ୍ପାଦନା]ଶବବାହକ; ଯେଉଁ ଲୋକମାନେ ଶବକୁ ଘରୁ କାଢ଼ି ଶ୍ମଶାନକୁ ନିଅନ୍ତି କିମ୍ୱା ଶବ ଶ୍ମଶାନକୁ ନିଆ ଗଲାବେଳେ ଶବ ସଙ୍ଗେ ଯାଆନ୍ତି —(Persons) Carrying the dead body to the cremation ground or accompanying the corpse to the cremation ground in funeral procession.