ମଡ଼ା ଚଣ୍ଡିଆ
ଦେଖଣା
ମଡ଼ା ଚଣ୍ଡିଆ
ଉଚ୍ଚାରଣ
[ସମ୍ପାଦନା](ମଡ଼ା ଚଣ୍ଡୀ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ମଡ଼ା ଚଣ୍ଡିଆ
|
ଦେଶଜ - ବିଶେଷ୍ୟ - ପୁଲିଙ୍ଗ - (ଗାଳି) (ସଂସ୍କୃତ - ଶ୍ମଶାନଚଣ୍ଡୀ)
[ସମ୍ପାଦନା]- ୧. ଶ୍ମଶାନବାସୀ ବ୍ୟକ୍ତି —୧. (a term of abuse) A person living in the cremation ground.
- ୨. ଶ୍ମଶାନବାସୀ ତନ୍ତ୍ର ସାଧକ ପୁରୁଷ ଓ ସ୍ତ୍ରୀ (ଭୈରବ ଓ ଭୈରବୀ); ଯେଉଁମାନେ ଶ୍ମଶାନରେ ରହନ୍ତି ଓ ଶବ ମାଂସ ଭକ୍ଷଣ କରନ୍ତି; ଅଘୋର ଦୀକ୍ଷା ନେଇଥିବା ଶ୍ମଶାନବାସୀ ପୁରୁଷ ଓ ସ୍ତ୍ରୀ — ୨. Persons (male or female) who perform esteric (Tantric) rites and live in the cremation ground and eat the flesh of the dead bodies taken to the cremation ground.
[ଦ୍ରଷ୍ଟବ୍ୟ —ଏମାନେ ଚଣ୍ଡୀଙ୍କର ଉପାସକ ଅଟନ୍ତି]
- ୩. (ସଂସ୍କୃତ - ମୃତପ) ଯେଉଁ ଲୋକ ଶ୍ମଶାନରେ ଶବର ବସ୍ତ୍ରାଦି ଗ୍ରହଣ କରି ତାହା ବିକି ଜୀବିକା ନିର୍ବାହ କରେ —୩. A person who lives on the selling of the clothes of dead men left in the cremation ground.