Jump to content

ମଡ଼ିଚା

ଉଇକିଅଭିଧାନ‌ରୁ

ମଡ଼ିଚା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ମୋରଚା)

[ସମ୍ପାଦନା]

ମୁରୁଚା; ଲୁହା ଆଦିରେ ଲାଗିବା କଳଙ୍କି —Rust (on metals).

ବିଶେଷଣ -

[ସମ୍ପାଦନା]

କଳଙ୍କି ଲାଗିଥିବା —Rusted; rusty.



ମଡ଼ିଚା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ମୋରଚା)

[ସମ୍ପାଦନା]

ଅବ୍ୟବହୃତ ଲୁହା ଉପରେ ଜାତ ହେବା କଳଙ୍କି; ମୁରୁ; କଳଙ୍କି — Rust (on iron).