ମଡ଼ ମଡ଼ି
ଏକ ପ୍ରକାର ବଡ଼ ଗୁଳ୍ମ —A kind of large shrub; Antidesma Diandrum (Haine).
[ ଦ୍ର—ଏ ଗୁଳ୍ମ ସାଧାରଣତଃ ପାର୍ବତ୍ୟ ଅଞ୍ଚଳର ଝରଣା ନିକଟରେ ଜନ୍ମେ]