Jump to content

ମଢ଼ିଆଳ

ଉଇକିଅଭିଧାନ‌ରୁ

ମଢ଼ିଆଳ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - (ପ୍ରାଚୀନ) ବିଶେଷ୍ୟ -

[ସମ୍ପାଦନା]
୧. ରଜକ; ଧୋବା —୧. A washer man.
୨. ପାଲଟା ଲୁଗା; ଅନ୍ୟର ବ୍ୟବହୃତ ଲୁଗା —୨. Cloth already used by another person.
୩. ମଳିଆ ଲୁଗା — ୩. Soiled cloth; cloth soiledd by use.
୪. ଧୋବାଘରେ ପଡ଼ି କଚା ହୋଇ ସଫା ହୋଇଥିବା ରାଜାଙ୍କ ଲୁଗା ଓ ପୋଷାକ —୪. Clothes or dress of a king which have been washed by the washer—man.

(ଉ—ଦେଖିବା କେମନ୍ତ ସୁନ୍ଦର ରାଜାର ମଢ଼ିଆଳ ଜଗନ୍ନାଥ ଭାଗବତ)