Jump to content

ମଢ଼ିଆ ଅଇଁଠା

ଉଇକିଅଭିଧାନ‌ରୁ

ମଢ଼ିଆ ଅଇଁଠା

ଉଚ୍ଚାରଣ

[ସମ୍ପାଦନା]

(ମଢ଼ିଆ ଶଙ୍ଖୁଡ଼ି—ଅନ୍ୟରୂପ)

  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପତିତ ବ୍ରାହ୍ମଣଦ୍ୱାରା ସ୍ପୃଷ୍ଟ — Food made unclean by the touch of a low caste.

[ଦ୍ରଷ୍ଟବ୍ୟ —ପୁରୀ ଜିଲ୍ଲାର ରାହାଙ୍ଗ ଶାସନ— ମାନଙ୍କରେ ଗ୍ରାମ ଦେବତା, ଦୂର୍ଗା ଠାକୁରାଣୀ ଆଦିଙ୍କ ସେବକ ପଣ୍ଡା ଆଦି ଯାହା ଶଙ୍ଖୁଡ଼ି ଭୋଗ ଲଗାନ୍ତି, ଉକ୍ତ ଭୋଗର ଅଂଶ ଆଣି ବ୍ରାହ୍ମଣ ଗୃହସ୍ଥଙ୍କ ଘରେ ପଣ୍ଡା ଦେଇ ଯାଆନ୍ତି ତାହାକୁ ବ୍ରାହ୍ମଣ ଗୃହସ୍ଥଙ୍କ ଘରେ ପଣ୍ଡା ଦେଇ ଯାଆନ୍ତି ଉକ୍ତ ପିଠା ଆଦିକୁ 'ମଢ଼ିଆ ଶଙ୍ଗୁଡ଼ି' ବୋଲାଯାଏ ତାହାକକୁ ବ୍ରାହ୍ମଣମାନେ ଖାଆନ୍ତି ନାହିଁ; କିନ୍ତୁ ବ୍ରାହ୍ମଣ ପରିବାରରେ ସ୍ତ୍ରୀଲୋକମାନେ, ଅବରତୁଆ ବ୍ରାହ୍ମଣପିଲା ଓ ଶୂଦ୍ରମାନେ ଖାଆନ୍ତି]