Jump to content

ମଢ଼ିଆ ପଣ୍ଡା

ଉଇକିଅଭିଧାନ‌ରୁ

ମଢ଼ିଆ ପଣ୍ଡା

ଉଚ୍ଚାରଣ

[ସମ୍ପାଦନା]

(ମଢ଼ିଆ ବ୍ରାହ୍ମଣ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସହଚର ଶବ୍ଦ)

[ସମ୍ପାଦନା]

ନୀଚ ଶ୍ରେଣୀୟ ବ୍ରାହ୍ମଣ — Brāhmaṇa of am inferior caste.

[ଦ୍ରଷ୍ଟବ୍ୟ —ମଢ଼ିଆ ପଣ୍ଡାଙ୍କ ଘରେ ଉଚ୍ଚ ଶ୍ରେଣୀୟ ଶାସନୀ ବ୍ରାହ୍ମଣମାନେ ଖାଆନ୍ତି ନାହିଁ କିମ୍ୱା ବିବାହ ସମ୍ୱନ୍ଧ କରନ୍ତି ନାହିଁ ଏମାନେ ଅଶ୍ରୋତ୍ରିୟ ବ୍ରାହ୍ମଣଙ୍କର ତିନିଗୋଟି ଶ୍ରେଣୀ ମଧ୍ୟରୁ ନିକୃଷ୍ଟ ଶ୍ରେଣୀର ଅନ୍ତର୍ଗତ କୃପାସିନ୍ଧୁ—ଇତିହାସ]