ମଢୁଆ
ଦେଖଣା
ମଢୁଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଢୁଆ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ତାଳ ପତ୍ରର ପିଠି ପାଖରେ ଥିବା ଚେମଢ଼ ଲଇ ପରି ଟାଣୁଆ ଖଡ଼ିକା —The tenacious and fibrous rib ruinning at the back of a palm leaf.
[ଉ—ମଢୁଆ ଖଣ୍ଡିକ ଗୁଡ଼ା ହୋଇଅଛି ଲମ୍ୱରେ କେତେ ଆଙ୍ଗୁଳ ଭିକାରି ସାଆନ୍ତିଆ ବାହା]
ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -
[ସମ୍ପାଦନା]ଖଇ ଆଦି ଭାଜିବା ପାଇଁ ବ୍ୟୂବହୃତ ନଡ଼ିଆପତ୍ର ଡ଼ିକକାର ଗୁଚ୍ଛ; ଭଜା ଭଜି ଖଡ଼ିବା —A bunch of the fibrrous ribs of cocoanut leaves used for agaitating corn which is being fried.