Jump to content

ମଢୁଆ ଶାଙ୍କୋଳି

ଉଇକିଅଭିଧାନ‌ରୁ

ମଢୁଆ ଶାଙ୍କୋଳି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ତାଳପତ୍ରର ଶିରାରେ ନିର୍ମିତ ଏକ— ପ୍ରକାର ଫାଶ — An obsolete kind of punishment inflicted on wicked boys old pedagogues, consisting of tying the toes of the boy and putting the curve ib-string roundd his neck, so that his head an legs come nearer together.

[ଦ୍ରଷ୍ଟବ୍ୟ —ପୂର୍ବେ ଚାହାଳିମାନଙ୍କରେ ଏ ଦଣ୍ଡ ଦିଆ ଯାଉଥିଲା; ଏଥିରେ ଦଣ୍ଡିତ ବାଳକକୁ ଭୂମିରେ ବସାଇ ତାହାର ଦୁଇ ଗୋଡ଼ର ବୁଢ଼ା ଆଙ୍ଗୁଳି— ଦ୍ୱୟରେ ମଢ଼ୁଆର ଶେଷରେ ଥିବା ଫାଶଦ୍ୱୟୁ ଦୃଢ଼ରୂପେ ଆବଦ୍ଧ କରି ମଢୁଆର ମଝି ଅଂଶକୁ ବାଳକର ମୁଣ୍ଡ ବାଟେ ଗଳାଇ ବେକରେ ପକାଇଲେ ସେ ବାଳକଟିର ମୁଣ୍ଡ ନଇଁକରି ଭୂଇଁ ପାଖକୁ ଲାଗିଯାଉଥୁଲା ଓ ଏଥିରେ ଦଣ୍ଡିତ ବାଳକର ଖୁବ୍ କଷ୍ଟ ହେଉଥିଲା ବଙ୍ଗଦେଶରେ ଓ ହିନ୍ଦୀଭାଷା ଅଞ୍ଚଳର ଗ୍ରାମ୍ୟପାଠଶାଳାମାନଙ୍କରେ ଏ ଦଣ୍ଡ ପ୍ରଚଳିତ ନ ଥିବାର ଜଣାଯାଏ]