Jump to content

ମଣାଣ

ଉଇକିଅଭିଧାନ‌ରୁ

ମଣାଣ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ପ୍ରା. ମଣ୍ ଧାତୁ=ଜାଣିବା)

[ସମ୍ପାଦନା]
୧. ମନାଇବା; ରାଜି କରାଇବା —୧. Causing to agree.

(ଉ— ସନ୍ନିଧିରେ ଧୀରେ ଜଣାଣ ମଣାଣ ନ କଲି ବିହି ବଣରେ— ଅଭିମନ୍ୟୁ ବିଦିଗ୍ଧ ଚିନ୍ତାମଣି)

୨. ମୁକାବିଲା — ୨. Confronting; checking.