ମଣିଆଁ
ଦେଖଣା
ମଣିଆଁ
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]ଏକପ୍ରକାର କ୍ଷୁଦ୍ର ମୁଗ —A kind of small unspotted deer.
[ଦ୍ରଷ୍ଟବ୍ୟ —ଏହା ଉଚ୍ଚରେ ୨୨: ଫୁଟ ହୁଏ; ଦେହର ବର୍ଣ୍ଣ କୁକୁରର ବର୍ଣ୍ଣପରି ଓ ଦେହରେ ଟୋପି ଟୋପି ଦାଗ ନ ଥାଏ ପୁରୁଷ ଜାତିର ଶିଂଙ୍ଘ ଥାଏ ମାଈର ଶିଙ୍ଘ ନ ଥାଏ ସମ୍ୱରଙ୍କ ଦେହର ବର୍ଣ୍ଣ ମାଟିଆ ନାଲି, କିନ୍ତୁ ମଣିଆଁ ଦେହର ବର୍ଣ୍ଣ ଇଟାର ବର୍ଣ୍ଣ ଏମାନେ କୁଟୁରାଠାରୁ ବଡ଼ ଓ ହରିଣଠାରୁ ଛୋଟ]