Jump to content

ମଣିକ

ଉଇକିଅଭିଧାନ‌ରୁ

ମଣିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମଣି+ସ୍ୱାର୍ଥେ. କ)

[ସମ୍ପାଦନା]
୧. ଅଳିଞ୍ଜର; ଜାହାଲା — ୧. A water-jar.
୨. ମାଠିଆ (ହିନ୍ଦୀ - ଶ.) — ୨. An earthen pitcher.