ମଣିକାଞ୍ଚନ ଯୋଗ
ଦେଖଣା
ମଣିକାଞ୍ଚନ ଯୋଗ
ଉଚ୍ଚାରଣ
[ସମ୍ପାଦନା](ମଣିକାଞ୍ଚନ ସଂଯୋଗ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ମଣିର କାଞ୍ଚନର ଏକତ୍ର ସମାବେଶ; ଦୁଇଟି ଉପଯୁକ୍ତ ବା ଶୋଭନ ବସ୍ତୁର ମିଳନ; ମଣିର ଓ ସ୍ୱର୍ଣ୍ଣର ଏକତ୍ର ସାମବେଶ ପରି ଅତି ମନୋହର ଓ ଉପଯୁକ୍ତ ସଂଯୋଜନ —The conjuction of two nice things.
[ଦ୍ରଷ୍ଟବ୍ୟ —ଓଡ଼ିଆରେ ଏହି ଭାବାତ୍ମକ ଆଉ ଗୋଟିଏ ଉପମା ଅଛି—'ହାତୀ' ଦାନ୍ତରେ ସୁନା ଛୁଆଣି ହେବା ନ୍ୟାୟ']