Jump to content

ମଣିକୂଟ

ଉଇକିଅଭିଧାନ‌ରୁ

ମଣିକୂଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ରତ୍ନଗିରି, ପର୍ବତବିଶେଷ —A mythological mountain made of gems.

[ଦ୍ରଷ୍ଟବ୍ୟ —ପୁରାଣ ମତରେ ଆସାମର କାମରୂପ ନିକଟରେ ଏହା ଅବସ୍ଥିତ ହିନ୍ଦୀ - ଶ.]