Jump to content

ମଣିମା

ଉଇକିଅଭିଧାନ‌ରୁ

ମଣିମା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

(ପ୍ରାଚୀନ ବଙ୍ଗଳା —* ବଙ୍ଗାଳୀ: মানিমা )

ବୈଦେଶିକ - ଅ (ଆରବୀ - ମୁନିମା= ମୁନିବ୍= ପ୍ରଭୁ, ତୁଳ ସଂସ୍କୃତ - ମହିମା)

[ସମ୍ପାଦନା]
୧. ପ୍ରଭୋ ! ହେ ଦୟାମୟ ! —୧. (Interj) oh Lord !
୨. ପ୍ରଜା ଆଦିଙ୍କର ରାଜା ଓ ରାଣୀଙ୍କ ପ୍ରତି ସମ୍ୱୋଧନ —୨. 'You Highness'; a term of address used by subjects to a Raja or Ranee
୩. ଠାକୁରଙ୍କ ପ୍ରତି ସେବକ ସମ୍ୱୋଧନ —୩. An address used to Deity.

ବିଶେଷ୍ୟ -

[ସମ୍ପାଦନା]
୧. ରାଜା —୧. king.

(ଉ— ଜୀବନ ଥବାଯାକ ରାଜାଙ୍କୁ ମଣିମା; ବୋଲୁଥାନ୍ତିମଲେ ନ ଯାନ୍ତି ତାର ସୀମା କୃଷ୍ଣସିଂହ. ମହାଭାରତ. ଉଦୋଗ )


୨. ରାଣୀ —୨. A queen; a Rāṇī.

(ଯଥା— ପାଟ ମଣିମା, ନୂଆ ମଣିମା, କନ୍ୟା ମଣିମା )