Jump to content

ମଣିମାଳା

ଉଇକିଅଭିଧାନ‌ରୁ

ମଣିମାଳା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ରତ୍ନମୟ ହାର —୧. A necklace of gems.
୨. ଦ୍ୱାଦଶାକ୍ଷାର ଛନ୍ଦୋବିଶେଷ —୨. Name of a Sanscrit metre of ୧୨ litters.

[ଦ୍ରଷ୍ଟବ୍ୟ —ଏଥିର ପ୍ରତ୍ୟେକ ଚରଣରେ ଯଥାକ୍ରମେ ଢ଼ଗଣ,ଯଗଣ, ଢ଼ଗଣ, ଯଗଣ ଥାଏ—ହିନ୍ଦୀ - ଶ]

୩. ଦୀପ୍ତି —୩. Lustre.
୪. ଲକ୍ଷ୍ମୀ —୪. Goddess Lakhsmī.
୫. ଦନ୍ତକ୍ଷତ— ବିଶେଷ —୫. A kind of mark left by the lover's teeth on the chueeks of the beloved.