Jump to content

ମଣିରୋଗ

ଉଇକିଅଭିଧାନ‌ରୁ

ମଣିରୋଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପୁରୁଷେନ୍ଦ୍ରିୟର ରୋଗବିଶେଷ; ଚୁଚୁନ୍ଦ୍ରି —A kind of phimosis.

[ଦ୍ରଷ୍ଟବ୍ୟ —ଏ ରୋଗରେ ଲିଙ୍ଗାଗ୍ରଭାଗର ଚମଡ଼ା ଲିଙ୍ଗର ସୁପାରି ଉପରେ ଲାଗିଥାଏ ଓ ମୂତ୍ରମାର୍ଗ ଚଉଡ଼ା ହୋଇ ସେହି ବାଟେ ମୂତ୍ରର ସରୁ ଧାରା ବହେ —ହିନ୍ଦୀ - ଶ ]