ମଣିଷ ଭାଙ୍ଗିବା
ଦେଖଣା
ମଣିଷ ଭାଙ୍ଗିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ମଣିଷ ଭାଙ୍ଗିଯିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ମଣିଷ ଭାଙ୍ଗିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ଯାତ୍ରା ଆଦି କୌଣସି ବିଶିଷ୍ଟ ମେଳାରୁ) କୌଣସି କାରଣ ବଂଶତଃ ହଠାତ୍ ଲୋକେ ଚାଲିଯିବା — ୧. Sudden dispersal of a crowd.
- ୨. କୌଣସି ହାଟରେ ବା ମେଳାରେ) ଯେତେ ଲୋକ ପୂର୍ବେ ଜମା ହେଉଥିଲେ ସେତେ ଲୋକ ଜମା ନ ହେବା —୨. The discontinuance of crowded attendance in a gathering, fair or market.