ମଣି ଆଣିବା
ଦେଖଣା
ମଣି ଆଣିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଣି ଆଣିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ବିଚାରିବା —୧. To consider.
[ଉ—ବୋଲନ୍ତି ତ ଜାଣୁ ରମଣିମଣିକି ହୃଦେ ମଣି ଆଣିଲେ ଏ ସତ ଭଞ୍ଜ ବୈଦେହୀଶବିଳାସ]
- ୨. କୌଣସି ବସ୍ତୁକୁ ମୁକାବିଲା କରି ଗ୍ରହଣ କରିବା — ୨. To take charge of a thing by checking and tasting it.