Jump to content

ମଣି ଚୂଡ଼

ଉଇକିଅଭିଧାନ‌ରୁ

ମଣି ଚୂଡ଼

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବହୁବ୍ରୀହି; ମଣି+ଚୂଡ଼ା)

[ସମ୍ପାଦନା]

ଯାହାର ଚୂଡ଼ାରେ ବା ମସ୍ତକରେ ମଣି ଥାଏ —Having a dazzling gem on the head.

ବିଶେଷ୍ୟ -

[ସମ୍ପାଦନା]

ମଣିନାଗ (ଦେଖ) - —Maṇināga (See)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ସର୍ପ— ରୂପରେ ଜନ୍ମ ହୋଇଥିବା ଅଭିଶପ୍ତ ଇନ୍ଦପୁତ୍ର ସୂଦର୍ଶନ — Sudarsana, the accursed son of Indra who was born as a serpent.

[ଦ୍ରଷ୍ଟବ୍ୟ —ସେ ନନ୍ଦଙ୍କୁ ଗିଳିଲାରୁ ଶ୍ରୀକୃଷ୍ଣ ତା ମସ୍ତରେ ପାଦ ପ୍ରହାର କରି ନନ୍ଦକୁ ଉଦ୍ଧାର କରିଥିଲେ ଓ ମଣିଚୂଡ଼କୁ ମୋକ୍ଷଦାନ କରିଥିଲେ]