ମଣି ଦ୍ୱୀପ
କ୍ଷୀର ସମୁଦ୍ର ମଧ୍ୟସ୍ଥ ପୌରାଣିକ ଦ୍ୱୀପବିଶେଷ — Name of a fabulous island abounding in gems.
[ଦ୍ରଷ୍ଟବ୍ୟ —ଏହା ତ୍ରିପୁରସୁନ୍ଦରୀ ଦେବୀଙ୍କ ନିବାସ— ସ୍ଥାନ ଥିବାର ପୁରାଣରେ ବର୍ଣ୍ଣିତ—ହିନ୍ଦୀ - ଶ.]