Jump to content

ମଣି ପୁର

ଉଇକିଅଭିଧାନ‌ରୁ

ମଣି ପୁର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଆସାମ ନିକଟବର୍ତ୍ତୀ ପାର୍ବତ୍ୟ ରାଜ୍ୟବିଶେଷ — ୧. Name of a hilly state near Assam.
୨. ତନ୍ତ୍ର ଅନୁସାରେ ଶରୀରସ୍ଥ ଛଅଟି ଚକ୍ର ମଧ୍ୟରୁ ନାଭିର ନିମ୍ନରେ ଥିବା ଚକ୍ର —୨. Name of one of the six esoteric circles said to exist inside the human body according to the Tantras.

[ଦ୍ରଷ୍ଟବ୍ୟ —ତନ୍ତ୍ର ମତରେ ଏହା ତେଜୋମୟ, ବିଦ୍ୟୁତ୍ପ୍ରଭ, ନୀଳବର୍ଣ୍ଣ, ଦଶ ଦଳବିଶିଷ୍ଟ ଓ ମଦାଦେବଙ୍କ ନିବାସ ସ୍ଥାନ ଏହି ଦଶ ଦଳରେ ଯଥାକ୍ରମେ ବର୍ଣ୍ଣମାଳାର ଡ଼ ବର୍ଣ୍ଣଠାରୁ ଫ ବର୍ଣ୍ଣ ଅବସ୍ଥିତ—ହିନ୍ଦୀ - ଶ.]