ମଣି ଭଦ୍ରା
ଦେଖଣା
ମଣି ଭଦ୍ରା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ଦଶପଞ୍ଚା ଅନ୍ତର୍ଗତ ମହାନଦୀ ତୀରବର୍ତ୍ତୀ ସୁରମ୍ୟ ପର୍ବତ —Name of a beautiful mountain in Daspalla State.
(ଉ—ମଣିଭଦ୍ରା ଶୈଳ ମୁନି କୁମାରୀଙ୍କ ଜୀବାର—ମୁଷ୍ଟି ଆସ୍ୱାଦ ରାଧାନାଥ . ପାର୍ବତୀ )
[ଦ୍ରଷ୍ଟବ୍ୟ —ଏ ପର୍ବତ ମହାନଦୀର ଦକ୍ଷିଣ ତୀରରେ ଅବସ୍ଥିତ ଓ ଏହା ଅତ୍ୟନ୍ତ ବିଷଧର ସର୍ପସଙ୍କୁଳ କେଳାମାନେ ଏଠାକୁ ଯାଇ ସାପ ଧରନ୍ତି ]