Jump to content

ମଣେଇବା

ଉଇକିଅଭିଧାନ‌ରୁ

ମଣେଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

=== ଦେଶଜ - କ୍ରିୟାପଦ - (ସଂସ୍କୃତ - ମନ ଧାତୁ;

ମଣିବା କ୍ରିୟାର ଣିଜନ୍ତ ରୂପ) —The causative form of Maṇibā)>—

୧. ମନୋରଞ୍ଜନ କରିବା —୧. To gratify.

(ଉ—ତକ୍ଷଣେ କୃଷ୍ଣ ଆଜ୍ଞା ପାଇ; ଗୋପୀଙ୍କି କହିଲା ମଣାଇ ଜଗନ୍ନାଥ ଭାଗବତ)

୨. To settle a matter by confornting or comparing.
୩. ରାଜି କରାଇବା —୩. To cause to agree.
୪. ପ୍ରବର୍ତ୍ତାଇବା —୪. To persuade.
୫. ଆୟତ୍ତ କରାଇବା —୫. To bring under control.
୬. (ପଶୁ ପ୍ରଭୂତିଙ୍କୁ) କାର୍ଯ୍ୟୁକୁଶଳ ହେବା ନିମନ୍ତେ ଶିକ୍ଷା ଦେବା —୬. To tain (beast of burden).

(ଉ—ଦାମଡ଼ା ଯୋଡ଼ିକୁ ମଣାଉଥିଲି ମୁହିଁ ଉଚିତ ଏବେ ଘେନିଗଲା ବେକେ ବୋହି କୃଷ୍ଣସିଂହ ମହାଭାରତ ଶାନ୍ତି)

୭. ବୁଝାଇବା — ୭. To cause to undderstand.