ମଣ୍ଡକ
ଦେଖଣା
ମଣ୍ଡକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବି(ମଣ୍ଠ ଧାତୁ+କର୍ମ ଅ+କ)
[ସମ୍ପାଦନା]ମଣ୍ଡାପିଠା A kind of steam-boiled cake.
ମଣ୍ଡକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି(ମଣ୍ଡ+କଦ)
[ସମ୍ପାଦନା]- ୧. ପିଷ୍ଟକବିଶେଷ; ମଣ୍ଡା ପିଠା — ୧. A kind of ball-shaped cake.
[ଦ୍ରଷ୍ଟବ୍ୟ —ଚାଉଳ ଚୁନାରେ ପାଣି ମିସାଇ ତାକୁ ସିଦ୍ଧ କରି ଯେଉଁ ଖଳି ପ୍ରସ୍ତୁତ ହୁଏ, ସେ ଖଳି ମଧ୍ୟରେ ମିଷ୍ଟ ପୂର ଦେଇ ବାମ୍ଫରେ ସୁସିଦ୍ଧ କରି ଏହା ପ୍ରସ୍ତୁତ କରାଯାଏ ]
- ୨. ମାଧବୀଲତା (ହିନ୍ଦୀ - ଶ) —୨. A kind of hardy. floewering creeper.
- ୩. ଗୀତର ଅଙ୍ଗବିଶେଷ (ହିନ୍ଦୀ - ଶ) —୩. A part of a song.