ମଣ୍ଡଣସୁଆଁ ସିଆ
ଦେଖଣା
ମଣ୍ଡଣସୁଆଁ ସିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଣ୍ଡଣସୁଆଁ ସିଆ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଯେଉଁ ସେବକ ଯାତ୍ରା ଓ ଉତ୍ସାବାଦି ଉପଲକ୍ଷରେ ଦେବତାଙ୍କ ରଥ, ବିମାନ ଆଦିକୁ ସଜ୍ଜିତ କରେ —A servent who bedecks the Deity car etc. with trappings and fittings.