ମଣ୍ଡଣି
ଦେଖଣା
ମଣ୍ଡଣି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ମଣ୍ଡନ)
[ସମ୍ପାଦନା]- ୧. ଅଳଙ୍କାର; ଭୁଷଣ — ୧. Ornaments; decortions.
- ୨. ଅଳଙ୍କରଣ; ଅଳଙ୍କାରରେ ଭୂଷିତ କରଣ —୨. Adorning.
[ଉ—କୁଣ୍ଡଳ ମଣି ଗଣ୍ଡେ ମଣ୍ଡଣି କଣ୍ଠରେ ଖଞ୍ଜିଲେ ସୂର୍ଯ୍ୟ ଉଜ୍ଜ୍ୱଳମଣି—ପ୍ରାଚୀ. ରହସ୍ୟମଞରୀ ]
- ୩. ବିମାନଆଦିର ସାଜସଜ୍ଜା —୩. The equipments of car; trappings.
(ଉ—ମୂଳ ମଣ୍ଡଣ ତାର ଇନ୍ଦ୍ରନୀଳରେ ରାଧାନାଥ. ମେଘଦୂତ )