Jump to content

ମଣ୍ଡନ

ଉଇକିଅଭିଧାନ‌ରୁ

ମଣ୍ଡନ

ଉଚ୍ଚାରଣ

[ସମ୍ପାଦନା]
(ମଣ୍ଡନା—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବି—(ମଣ୍ଡ. ଧାତୁ+କରଣ ଅନ)

[ସମ୍ପାଦନା]
୧. ଅଳଙ୍କାର; ଆଭରଣ; ଭୁଷଣ —୧. Ornament.
୨. ସାଜସଜ୍ଜା —୨. Equipments.
୩. (+ଭାବ ଅନ) ପ୍ରସାଧନ —୩. Toilette,
୪. ଅଳଙ୍କାରଣ —୪. Act of adoring.
୫. ସଜାଇବା —୫ . Equipping; furnishing.

=== ବିଣ—ପୁଂ (+କର୍ତ୍ତୃ. ଅନ)

୧. ଅଳଙ୍କାରକ; ପ୍ରସାଧକ —୧. Adorniing; one who adorns.
୨. ଗୌରବ ବା ଶୋଭାବୃଦ୍ଧିକର — ୨. Enhancing the glory or grace.

[ଦ୍ରଷ୍ଟବ୍ୟ —ଏହି ଅର୍ଥରେ ଅନ୍ୟ ଶଦ୍ଦ ସଙ୍ଗେ ଯୁକ୍ତ ହୁଏ ଯଥା—ମହୀମଣ୍ଡନ, କୁଳମଣ୍ଡନ, ଭୁମଣ୍ଡନା ଇତ୍ୟାଦି]

୩. ଏକ ଶ୍ରେଣୀର ଅନେକଙ୍କ ମଧ୍ୟରେ ଶ୍ରେଷ୍ଠ —୩. Chief amongst many of a class.

[ଉ—ନରେଶ ମଣ୍ଡନ, ଶ୍ରୀହରି ଚନ୍ଦନ, ଜଗଦେବ ସ୍ତବ ଘେନ କବିସୂର୍ଯ୍ୟ. କିଶୋରୀଚମ୍ପୂ ଙ ଗୀତ ]

=== ଦେଶଜ - ବିଣ;

ମୁଗ୍ଧ — Pleased; charmed.

(ଉ—ଏଣୁ କରଇ ମନ ନେତ୍ରକୁ ମଣ୍ଡନ କୃଷ୍ଣସିଂହ. ମହାଭାରତ. ସଭା )