ମଣ୍ଡନ ମିଶ୍ର
ଦେଖଣା
ମଣ୍ଡନ ମିଶ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା](ନାମ) ଖ୍ରୀଷ୍ଟିୟ ନବମ ଶତାଦ୍ଦୀର ଶଙ୍କରାଚାର୍ଯ୍ୟଙ୍କର— ସମସାମୟିକ ଜନୈକ ପ୍ରସିଦ୍ଧ ବୌଦ୍ଧପଣ୍ଡିତ — Name of a celebrated Buddhist Pandit
of the ninth century A. D.
[ଦ୍ରଷ୍ଟବ୍ୟ —ଏହାଙ୍କ ସ୍ତ୍ରୀ ଉଭୟଭାରତୀ ନିଜ ସ୍ୱାମୀ ଓ ଶଙ୍କରାଚାର୍ଯ୍ୟଙ୍କ ମଧ୍ୟରେ ହୋଇଥିବା ତର୍କରେ ମଧ୍ୟସ୍ଥତା କରିଥିଲେ ]