ମଣ୍ଡନ ଲୀଳା
(୬ଷ୍ଠୀତତ୍) ଦେହର ଅଳଙ୍କାରମାନଙ୍କର ଶୋଭା —The beauty of body due to ornaments or decorations.
(ଉ—ପୁଣି ପୁଣି ମଣ୍ଡନ ଲୀଳା ଚାହେଁ ଛନ୍ନେ ୟେ ପ୍ରାଚୀ. ରସବାରିଧି )