ମଣ୍ଡବୀ
ରାମାନୁଜ ଭରତଙ୍କର ସ୍ତ୍ରୀ —The wife of Bharata, younger brother of Rāmachandra.
[ଦ୍ରଷ୍ଟବ୍ୟ —ଏ ଜନକ ରାଜାଙ୍କ ଭାଇ କୁଶ— ଧ୍ୱଜଙ୍କର କନ୍ୟା ଥିଲେ ଭରତଙ୍କ ଔରସରେ ଏହାଙ୍କର ତକ୍ଷ ଓ ପୁଷ୍କରୁ ନାମରେ ଦୁଇଟି ପୁତ୍ର ଜନ୍ମ ହୋଇଥିଲେ ]