ମଣ୍ଡଳୀ
ଦେଖଣା
ମଣ୍ଡଳୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମଣ୍ଡଳ +ଇନ୍; ୧ମା. ୧ବ)
[ସମ୍ପାଦନା]- ୧. ଜନସମୂହ; ଗୋଷ୍ଠୀ;ସମାଜ —୧. A congregation or crowd of people; a group of people; a society of men.
- ୨. ଚକ୍ରାକାରରେ ଉପବିଷ୍ଟ ଜନ— ସମୂହ —୨. A assmbly of persons seated in a circle.
- ୩. ସୂର୍ଯ୍ୟ —୩. The sun.
- ୪. ସର୍ପ — ୪. Serpent.
- ୫. କୁକୁର —୫. Dog.
୬ : ବଣଭୁଆ; କଟାଶ —୬ . Wild cat.
- ୭. ବିରାଡ଼ି — ୭. Cat.
- ୮. ଡ଼ିମ୍ୱିରି ଗଛ —୮. The fig tree.
- ୯. ବଟ— ବୃକ୍ଷ —୯. Banyan tree.
- ୧. ଚକ୍ର — ୧୦. Wheel.
- ୧୧. ଦୂର୍ବା (ହିନ୍ଦୀ - ଶ.) —୧୧. The Doob grass.
- ୧୨. ଗାଳୁଚି (ହିନ୍ଦୀ - ଶ) (ଦେଖ) - — ୧୨. guḻuchi (See)
- ୧୩. ସୁଶ୍ରୁ ତୋକ୍ତ ଆଠ ପ୍ରକାର ସର୍ପ ମଧ୍ୟରୁ ଏକ ଜାତୀୟ ସର୍ପ —୧୩. A kind of snake.
[ଦ୍ରଷ୍ଟବ୍ୟ —ଏହା ଦେହରେ ଗୋଲାକାର ମଣ୍ଡଳମାନ ଥାଏ ଓ ଏହା ଖୁବ୍ ଭାରି ଥିବାରୁ ଚଞ୍ଚଳ ଚାଲି ପାରେ ନାହିଁ—ହିନ୍ଦୀ - ଶ]
ବିଶେଷଣ -
[ସମ୍ପାଦନା]ଚକ୍ରାକାରରେ ଘୂର୍ଣ୍ଣିତ ମଣ୍ଡଳ ବିଶିଷ୍ଟ —Revolving in a circle; gyrating.