Jump to content

ମଣ୍ଡାଛତୁ

ଉଇକିଅଭିଧାନ‌ରୁ

ମଣ୍ଡାଛତୁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ନାଡ଼ ନ ଥିବା ଓ ପେଣ୍ଡୁପରି ମୁଣ୍ଡବିଶିଷ୍ଟ ଭୂମିରୁ ଉଠିବା ଏକପ୍ରକାର ଛତୁ —A ball-shaped mushroom.

[ଦ୍ରଷ୍ଟବ୍ୟ —ଏହା ଶୁଗିଗଲେ କଳା ଦିଶେ ଏହାର ଚୂନା ପାଉଁଶ ପରି ଏହି ଚୂନାକୁ ଘାଆରେ ପକାଇଲେ ଘାଆ ଶୁଖିଯାଏ]