ମଣ୍ଡା କାଇଁଚ
ଦେଖଣା
ମଣ୍ଡା କାଇଁଚ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଣ୍ଡଳ+କଞ୍ଚିବା; ସଂସ୍କୃତ - ନାମ. କୁଚନ୍ଦନ)
[ସମ୍ପାଦନା]ଏକ ପ୍ରକାର ବର୍ତ୍ତୂଳ ନାଲି ଫଳ — A kind of flat red seed used by gold- smiths in weighing; Adenathera Penonina.
[ଦ୍ରଷ୍ଟବ୍ୟ —ଏହା ପ୍ରକୃତରେ କାଇଞ୍ଚ ଜାତୀୟ ନୁହେଁ, କାଇଞ୍ଚ ଲତାରେ ଫୁଳେ, ଏହା ଏକ ପ୍ରକାର ଗଛରେ ଫଳେ ଏହି ଗଛ ବର୍ଚ୍ଚୁଲାଦି ବର୍ଗର ଅଟେ ଏହାର ବୀଜ ଗୋଲ ଓ ଚେପ୍ପା ଓ ଆକାରରେ କାଇଞ୍ଚର ପ୍ରାୟ ଦୁଇ ଗୁଣ ବଣିଆମାନେ ସୁନା ଆଦି ଓଜନ କରିବାରେ ଏହା ବ୍ୟବହାର କରନ୍ତି ଏହାର ଓଜନ=୨ କାଇଞ୍ଚ, କେହି କେହି ଏହାକୁ ରକ୍ତ ଚନ୍ଦନ (Teracarpus Santalum) ଓ କେହି କେହି ପତ୍ତଙ୍ଗ ବା ବକମ (Caesalpina Sapan)ର ବୀଜ ବୋଲି କହନ୍ତି]