Jump to content

ମଣ୍ଡିଳାଧିପ

ଉଇକିଅଭିଧାନ‌ରୁ

ମଣ୍ଡିଳାଧିପ

ଉଚ୍ଚାରଣ

[ସମ୍ପାଦନା]

(ମଣ୍ଡଳାଧିପତି, ମଣ୍ଡଳାଧୀଶ, ମଣ୍ଡଳେଶ, ମଣ୍ଡଳେଶ୍ୱର—ଅନ୍ୟରୂପ)

ସଂସ୍କୃତ - ବି(୬ଷ୍ଠୀ ତତ୍; ମଣ୍ଡଳ+ଅଧିପ)

[ସମ୍ପାଦନା]

ପ୍ରଦେଶର ଅଧିପତି; ଚର୍ତୁଃଶତ ବା ଚତ୍ୱାରିଂଶତ୍ ଯୋଜନ ପରିମିତ ଦେଶର ରାଜା —The lord of a province.