ମଣ୍ଡୂକ
ଦେଖଣା
ମଣ୍ଡୂକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମଣ୍ଡ ଧାତୁ+କର୍ମ ଉକ)
[ସମ୍ପାଦନା]ଢାଲକୁ ଧରିବାର ସ୍ଥାନ — The part of a sheild where it is held by the hand.
ମଣ୍ଡୂକ
ଉଚ୍ଚାରଣ
[ସମ୍ପାଦନା](ମଣ୍ଡୂକୀ—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - (ମଣ୍ଡ୍ ଧାତୁ+କର୍ତ୍ତୃ. ଊକ)
[ସମ୍ପାଦନା]- ୧. ଭେକ; ବେଙ୍ଗ — ୧. A frog.
- ୨. ମୁନିବିଶେଷ —୨. Name of a sage.
- ୩. (+କରଣ ଉକ) ରତିବନ୍ଧ— ବିଶେଷ —୩. A ind of coitus or mode of sexual enjoyment (Apte).
- ୪. (+କର୍ମ. ଊକ) ପ୍ରାଚୀନକାଳର ଏ ବାଦ୍ୟ (ହିନ୍ଦୀ - ଶ.) —୪. A kind of musical instrument used in ancient India.
- ୫. (+ ଅଧିକରଣ. ଉକ) ନୃତ୍ୟବିଶେଷ (ହିନ୍ଦୀ - ଶ.) —୫. A kind of dance.
- ୬. ଏକଜାତୀୟ ଘୋଡ଼ା (ହିନ୍ଦୀ - ଶ.) —୬. A species of horse.